The Ultimate Managed Hosting Platform
ADVERTISEMENT

ଜୟନାରାୟଣଙ୍କୁ ବିଜେଡିର ଜବାବ

Facebook
Twitter
LinkedIn

ଭୁବନେଶ୍ୱର : ଅପପୁଷ୍ଟି ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ବିଜେଡିର ଜବାବ । ଜୟନାରାୟଣ ମିଶ୍ରଙ୍କୁ ଜବାବ ଦେଲେ ବିଧାୟକ ଅମର ଶତପଥୀ । ନଗଡା ଯାଇ ଦେଖି ଆସନ୍ତୁ ବିରୋଧୀ ଦଳ ନେତା । କଣ ପାଇଁ ରାଜ୍ୟକୁ ବଦନାମ କରୁଛନ୍ତି ନେତା । ନଗଡା ସାଙ୍ଗକୁ ସୁକିନ୍ଦାକୁ ବଦନାମ କରିବାକୁ କିଏ ଦେଲା ଅଧିକାର । ପୁଷ୍ଟିଜାତୀୟ ଖାଦ୍ୟ ଯୋଗାଇ ନୂଆ ରୂପ ଦେଇଛନ୍ତି ଆମ ସରକାର । ବୁଲି ଆସିଲେ ନଗଡା ଭିତରର ପ୍ରଭେଦ ଜାଣିପାରିବେ ।

ବିଧାନସଭାରେ ଅପପୁଷ୍ଟି ପ୍ରସଙ୍ଗ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login