ବ୍ୟୁରୋ : ଆପଣ ଜାଣିଛନ୍ତି କି ସକାଳୁ ଉଠି ଆପଣ କାହା ମୁହଁ ଦେଖିଲେ ତାହା ଶୁଭ ହୋଇଥାଏ । ଆପଣ ଜାଣିଛନ୍ତି କି ? ଏସବୁ କଥା ଆମେ ବେଳେ ବେଳେ ଭାବୁଥାଉ । ତେଣୁ ସକାଳୁ ଉଠି ଆପଣ ଏହି ସବୁ କିଛି କରନ୍ତୁ ଯାହା ଦ୍ୱାରା ଆପଣଙ୍କର ଦିନଟି ମଙ୍ଗଳମୟ ହେବ । ସବୁବେଳେ ସକାଳୁ ବ୍ରାହ୍ମ ମୂହୁର୍ତ୍ତରୁ ଉଠିବେ । ଅର୍ଥାତ ୩-୪ ମଧ୍ୟରେ ଉଠିବେ । ବାହ୍ମ ମୂହୁର୍ତ୍ତରୁ ଉଠିଲେ ଦେହ ଭଲ ରୁହେ । ଅଯଥାରେ ସେମାନଙ୍କ ପଇସା ଖର୍ଚ୍ଚ ହୁଏ ନାହିଁ । ତେଣୁ ସୂର୍ଯ୍ୟୋଦୟ ପୂର୍ବରୁ ଆପଣଙ୍କୁ ଉଠିବାକୁ ପଡିବ । ସେହି ସମୟରେ ଉଠି ଆପଣ ପ୍ରଥମେ ନିଜର ଦୁଇ ହାତକୁ ଘସି ଦେବେ । ସେଥିରେ ଉର୍ଜା ଆସିଯିବ । ପ୍ରଥମେ ନିଜ ହସ୍ତକୁ ହିଁ ଦର୍ଶନ କରିବେ । ତେବେ ଆପଣ ଗୋମାତାଙ୍କୁ ବି ଦର୍ଶନ କରି ପାରିବେ । ଆଉ କାହାରି ମୁହଁ ଦେଖି ନ ଥିବେ ଯେପରି । ଏହା ଛଡା ସୈାଭାଗ୍ୟବତୀ ନାରୀଙ୍କୁ ବି ଦେଖିଲେ ଶୁଭ ନହୋଇଥାଏ । ଯିଏ ମସ୍ତକରେ ସିନ୍ଦୂର ଧାରଣ କରିଥିବେ । ସେ କଳହ ନାରୀ ହୋଇ ନ ଥିବେ । ତା ହେଲେ ଆପଣଙ୍କର ଦିନ ମଙ୍ଗଳଏବଂ ଶୁଭଙ୍କର ବି ହୋଇଥିବ । ତେଣୁ ସବୁ ବେଳେ ସକାଳୁ ନା ବ୍ରାହ୍ମଣ ଥିବେ ନା ଗୋମାତାଙ୍କର ଦର୍ଶନ ମିଳିବା ସମ୍ଭବ ନୁହେଁ । ତେଣୁ ସକାଳୁ ଉଠି ଆପଣ ନିଜ ପାପୁଲିକୁ ଦେଖିବେ । ତେବେ ଆପଣ ପାପୁଲିକୁ କାହିଁକି ଦେଖିବେ । ପାପୁଲିର ଅଗ୍ରଭାଗ କହିଲେ ଆଗ ଭାଗ ଯେଉଁଠି ଆମର ଆଙ୍ଗୁଠି ରହୁଛି ସେହି ଜାଗାରେ ମା ଲକ୍ଷ୍ମୀ ଅଛନ୍ତି । ମଝି ଭାଗ ଯେଉଁଠି ଦେଖିବେ ଆପଣ ଦୁଇ ହାତ କୁ ଯୋଡି ଦେବେ ମଝିର ଯେଉଁ ରେଖା ଦୁଇଟି ଯୋଡି ହୋଇ ଯାଉଥିବ ସେଠି ମା ସରସ୍ୱତୀ ଅଛନ୍ତି । ହାତର ମୂଳ ଭାଗ ଯେଉଁଠି ଆମେ ଘଣ୍ଟା ଲଗାଇଥାଏ ସେହି ମୂଳ ଭାଗରେ କେହି କେହି କୁହନ୍ତି ଭଗବାନ ବିଷ୍ଣୁ ଅଛନ୍ତି । ତେଣୁ ବ୍ରାହ୍ମ ମୂହୁର୍ତ୍ତରେ ଆପଣ ଉଠିଲେ ନିଜ ହାତକୁ ଦର୍ଶନ କରନ୍ତୁ ।
ସକାଳୁ ଉଠି କାହା ମୁହଁ ଦେଖିଲେ ଶୁଭ ?
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







