The Ultimate Managed Hosting Platform
ADVERTISEMENT

ବିଧାନସଭାରେ ଅପପୁଷ୍ଟି ପ୍ରସଙ୍ଗ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭାରେ ଅପପୁଷ୍ଟି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା । ଅପପୁଷ୍ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜୟନାରାୟଣ ମିଶ୍ରଙ୍କ ସମାଲୋଚନା । ଓଡିଶାରେ ୧୯ ପ୍ରତିଶତ ଛୁଆ କମ୍ ଓଜନର ଜନ୍ମ ହେଉଛନ୍ତି । ୩୧% ପୁଷ୍ଟି ହୀନତା, ୬୪% ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି । ଏଇଟା କଣ ୫ଟି, ଏହା କଣ ଓଡିଶାର ବିକାଶ ବୋଲି ପ୍ରଶ୍ନ କଲେ । ଏ ନେଇ ଗୃହରେ ବିବୃତି ଦାବି କଲେ ଜୟନାରାୟଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login