The Ultimate Managed Hosting Platform
ADVERTISEMENT

ଗୃହ ୪ଟା ଯାଏଁ ମୁଲତବି

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହୋହଲ୍ଲା , ହଟ୍ଟଗୋଳ । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ହଟ୍ଟଗୋଳ । ଗୃହ ମଧ୍ୟକୁ ଆସି ବିଜେପି, କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଆଜି ସକାଳ ୭ଟା ୨୦ରେ ପୁରୀ ଜିଲ୍ଲାରୁ ପ୍ରଶ୍ନପତ୍ର ଲିକ ଅଭିଯୋଗ । ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।

ବୃଦ୍ଧାଙ୍କୁ ମାରିଦେଲା ମହାବଳ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login