The Ultimate Managed Hosting Platform
ADVERTISEMENT

ବୃଦ୍ଧାଙ୍କୁ ମାରିଦେଲା ମହାବଳ

Facebook
Twitter
LinkedIn

ନୂଆପଡା : ସୁନାବେଡା ଅଭୟାରଣ୍ୟ ଜଳମଡେଇ ଗାଁରେ ମହାବଳ ଆତଙ୍କ । ବୃଦ୍ଧାଙ୍କ ଘର ବାଡିପଟୁ ମହାବଳ ବାଘ ଜଙ୍ଗଲକୁ ଝାମ୍ପିନେଲା । କାଲି ସନ୍ଧ୍ୟାରେ ବାଡିରୁ ଝାମ୍ପିନେଇ ମାରିଦେଲା ମହାବଳ । ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେପଟେଘଟଣାସ୍ଥଳରେ ପହଁଚିଛି ନୂଆପଡା ବନ ବିଭାଗ ଟିମ୍ । ମହାବଳ ବାଘ ଝାମ୍ପି ନେଇଥିବା ସ୍ୱୀକାର କଲେ ସୁନାବେଡା ରେଞ୍ଜର । ପାଦ ଚିହ୍ନ ଓ ଆକ୍ରମଣର ତରିକାରୁ ଏହା ସ୍ପଷ୍ଟ କଲେ ରେଞ୍ଜର । ସଜାଗ ରହିବାକୁ ଗ୍ରାମବାସୀଙ୍କୁ ରେଞ୍ଜର ଙ୍କ ପରାମର୍ଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login