କୋରପୁଟ : କୋରାପୁଟରେ ବର୍ଷିଲା କୁଆପଥର । ରାଜ୍ୟର ପଶ୍ଚିମା ଝଡ ପ୍ରଭାବ ଯୋଗୁଁ ପାଗରେ ପରିବର୍ତ୍ତନ । କୋରପୁଟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା । ବର୍ଷାର ପରିମାଣ କମ ଅଧିକ ମାତ୍ରାରେ କୁଆ ପଥର ବୃଷ୍ଟି । ତେବେ ଗତ କିଛି ଦିନ ଧରେ ରାଜ୍ୟରେ ପଶ୍ଟିମା ଝଡ ପାଇଁ ପାଗରେ ପରିବର୍ତ୍ତନ ରହିଥିଲା । ଖରାର ପ୍ରକୋପ କମ ରହିଥିବା ବେଳେ ଗୁଳୁଗୁଳି ଅନୁଭୂତ ହେଉଥିଲା । ତେବେ ବର୍ଷା ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।
ରାଜ୍ୟର ୧୨ ଜିଲ୍ଲାକୁ ବର୍ଷା ସତର୍କତା , ୫୦ କି.ମି ପବନ ଝଟକା ସମ୍ଭାବନା
Views: 75