The Ultimate Managed Hosting Platform
ADVERTISEMENT

କଣ ବାପା ହେବାକୁ ଯାଉଛନ୍ତି ବରୁଣ ଧାୱନ ? ଶୋ’ରେ ସଲମାନ କହିଲେ ଏମିତି…

Facebook
Twitter
LinkedIn

ମୁମ୍ଵାଇ ୧୪।୧୧: ନିକଟରେ ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କ ଆଗାମୀ ଚଳଚ୍ଚିତ୍ର ଭେଡିଆକୁ ପ୍ରମୋଟ୍ କରିବା ପାଇଁ ବିଗ୍ ବସ୍ ରେ ନଜର ଆସିଥିଲେ । ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ବିପାଶା ବସୁ ମାଆ ହୋଇଛନ୍ତି। ଡେଲିଭରି ପରେ ବି ନିଜକୁ ଫିଟ୍‌ ରଖିଛନ୍ତି। ନିକଟରେ ରିଆଲିଟି ଟିଭି ଶୋ’ ବିଗ୍ ବସ୍ ରେ କିଛି ଘଟିଥିଲା। ​​ଯାହା ବରୁଣ ଧାୱନଙ୍କ ପ୍ରଶଂସକଙ୍କୁ ମଧ୍ୟ ଉତ୍ସାହିତ କରିଥିଲା ​​। ୨୦୨୧ରେ ବରୁଣ ଧାୱନ ଏବଂ ନତାଶା ଦଲାଲ ବିବାହ କରିଥିଲେ। ରଣବୀର କପୁର କରଣ ସିଂ ଗ୍ରୋଭର ପରେ ଶୁଣିବାକୁ ମିଳୁଛି କି ବରୁଣ ମଧ୍ୟ ବାପା ହେବାକୁ ଯାଉଛନ୍ତି। କିନ୍ତୁ ଖବର ଆସିଥିଲା କି ବରୁଣ-ନତାଶାଙ୍କ ଘରେ ଖୁସି ଖବର ଆସୁନାହିଁ।

ନିକଟରେ ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କ ଆଗାମୀ ଚଳଚ୍ଚିତ୍ର ଭେଡିଆକୁ ପ୍ରମୋଟ୍ କରିବା ପାଇଁ ବିଗ୍ ବସ୍ ରେ ନଜର ଆସିଥିଲେ । ଏହି ସମୟରେ ହୋଷ୍ଟ ସଲମାନ ଖାନ ସୂଚାଇ ଦେଇଛନ୍ତି ଯେ ବରୁଣ ଖୁବ ଶୀଘ୍ର ପିତା ହେବାକୁ ଯାଉଛନ୍ତି। କିନ୍ତୁ ଏହାକୁ ସଲମାନ ଥଟ୍ଟାରେ କହିଛନ୍ତି । କିନ୍ତୁ ପ୍ରଶଂସକମାନେ ବରୁଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ସୂଚନା ଭାବରେ ଗ୍ରହଣ କରୁଛନ୍ତି।

ଅନ୍ୟପଟେ କହିବାକୁ ଗଲେ ସଲମାନ ଖାନ ଏବଂ ବରୁଣ ଧାୱନଙ୍କ ମଧ୍ୟରେ ଚମତ୍କାର ଟ୍ୟୁନିଂ ଅଛି ।ସଲମାନ ଖାନ ବରୁଣଙ୍କୁ ତାଙ୍କ ସାନ ଭାଇ ଭାବରେ ବିବେଚନା କରନ୍ତି ଏବଂ ଯେତେବେଳେ ବି ବରୁଣ ଧାୱନ ସଲମାନଙ୍କ ଶୋ’କୁ ଆସନ୍ତି, ସେତେବେଳେ ଦୁହେଁ ବହୁତ ମଜା ମସ୍ତି କରନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login