The Ultimate Managed Hosting Platform
ADVERTISEMENT

ଲୋକପ୍ରିୟ ଗାୟକ ପଲକ ମୁଚାଲ ଏବଂ ମିଥୁନ ଶର୍ମା ବିବାହ

Facebook
Twitter
LinkedIn

ବିବାହ କୁ ନେଇ ଏବେ ଖୁବ ଚର୍ଚ୍ଚା ରେ ବଲିଉଡ଼ ର ଲୋକପ୍ରିୟ ଗାୟକ ପଲକ ମୁଚାଲ | 06 ନଭେମ୍ବର ରେ ଗାୟକ ମିଥୁନ ଶର୍ମା ଙ୍କ ସହ କରିବେ ବିବାହ | ତାଙ୍କର ହଳଦୀ ଓ ମେହେନ୍ଦି ର ଫୋଟୋ ଏବେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି | ଏହା ସହ ସେ ତାଙ୍କ ମେହେନ୍ଦି ରେ ଏକ ନୀଳ ରଙ୍ଗ ର ଲେହେଙ୍ଗା ପିନ୍ଧିଛନ୍ତି | ପଲକ ଙ୍କ ଏହି ଲୁକକୁ ଫ୍ୟାନ୍ସ ବହୁତ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି | ପଲକ ଙ୍କ ପରି ମିଥୁନ ମଧ୍ୟ ଜଣେ ଭଲ ଗାୟକ ଭାବେ ବେଶ ପରିଚିତ | ଉଭୟ ଆଶିକୀ-2 ରେ ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ | ପରେ ଦୁହେ ଅନେକ ଗୀତ ଗାଇଥିବାର ଦେଖିବାକୁ ମିଳିଛି | ସେଥିମଧ୍ୟ ରେ ଏକ ଥା ଟାଇଗର, ପ୍ରେମ ରାୟଣ ଧନ ପା୍ୟୋଙ୍କ ସମେତ ଅନେକ ହିଟ ଫିଲ୍ମ ସାମିଲ ଅଛି |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login