The Ultimate Managed Hosting Platform
ADVERTISEMENT

ଗାତରେ ଫସିରହିଛି ଅସୁସ୍ଥ ହାତୀ, ଚିକିତ୍ସାରେ ଲାଗିପଡିଛି ବନବିଭାଗ

Facebook
Twitter
LinkedIn

ଅନୁଗୁଳ : ଗାତରେ ଫସିରହିଛି । ଅସୁସ୍ଥ ହାତୀ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଜୁକୁବୁ ନିକଟରେ ଏକ ହାତୀ ଅସୁସ୍ଥ ଥିବା ଜଣାପଡିଛି । ହାତୀଟି ଏକ ଗାତ ରେ ଫସିଯାଇଛି। ହାତୀଟି ଅସୁସ୍ଥ ରହିଛି। ଏନେଇ ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚି ଚିକିତ୍ସା ଆରମ୍ଭ କରିଛନ୍ତି ।

ସମ୍ଭବତଃ ହାତୀଟି ମହୁଲପୋଚ ଖାଇ ଅସୁସ୍ଥ ଥିବା ବନ ବିଭାଗ କହୁଥିବା ବେଳେ କେଉଁ କାରଣରୁ ଅସୁସ୍ଥ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ପଶୁଚିକିତ୍ସକ ହାତୀ ନିକଟରେ ରହି ଚିକିତ୍ସା କରୁଥିବା କହିଛି ବନ ବିଭାଗ। ତେବେ ଏନେଇ ହାତୀ ନିକଟକୁ ଯିବାପାଇଁ ସମସ୍ତଙ୍କୁ ବାରଣ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login