The Ultimate Managed Hosting Platform
ADVERTISEMENT

Protest against Nisha : ନିଶାଙ୍କୁ ବିରୋଧ, ଜୋତା ଫିଙ୍ଗିଲେ ଦର୍ଶକ

Facebook
Twitter
LinkedIn

ଭଦ୍ରକ :ଯାତ୍ରା ମଞ୍ଚରେ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ବିରୋଧ । ଅଶ୍ଲୀଳ ନୃତ୍ୟ ପାଇଁ ନିଶାଙ୍କୁ ବିରୋଧ କଲେ ଉପସ୍ଥିତ ଦର୍ଶକ । ମଞ୍ଚକୁ ଚୈାକି ଓ ଜୋତା ଫିଙ୍ଗିଲେ ଉତକ୍ଷିପ୍ତ ଦର୍ଶକ । ଭଣ୍ଡାରୀପୋଖରୀରେ ପାର୍ବତୀ ଗଣନାଟ୍ୟ ପକ୍ଷରୁ ଚାଲିଥିବା ଯାତ୍ରାରେ ବିରୋଧ । କିଛି ସମୟ ପାଇଁ ବନ୍ଦ ପରେ ଆରମ୍ଭ ହୋଇଥିଲା ମେଲୋଡି କାର୍ଯ୍ୟକ୍ରମ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login