The Ultimate Managed Hosting Platform
ADVERTISEMENT

Nitin Naveen to come to Odisha : ଖୁବଶୀଘ୍ର ଓଡିଶା ଆସିବେ ନିତିନ ନବୀନ

Facebook
Twitter
LinkedIn

ଭୁବନେଶ୍ୱର :ଖୁବଶୀଘ୍ର ଓଡିଶା ଆସିବେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନ । ସୂଚନା ଦେଲେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ । ଦୀର୍ଘ ସମୟ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା ହୋଇଥିଲା । ରାଜ୍ୟ ବିଷୟରେ ତାଙ୍କୁ ଅବଗତ କରିଥିଲି ବୋଲି କହିଛନ୍ତି ମନମୋହନ ସାମଲ । ନିଗମ ବୋର୍ଡ ନେଇ ଆଲୋଚନା ହୋଇଛି , ଖୁବଶୀଘ୍ର ଘୋଷଣା ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login