ଆନନ୍ଦପୁର : ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କର ୬ଟି ପ୍ଲଟ । ହାଟଡିହିର ବିରଞ୍ଚôପୁରରେ ୩ଟି ଓ ବସନ୍ତିଆରେ ୩ଟି ଦାମୀ ପ୍ଲଟ ଠାବ । ବଞ୍ଚୋ ପଞ୍ଚାୟତ ଅଫିସ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ ପରେ ଠାବ । ବିରଞ୍ଚôପୁର ଘର ସମେତ ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ ।ବିରଞ୍ଚôପୁରରେ ୩ ମହଲା କୋଠା ଓ ବସନ୍ତିଆରେ ୨ ମହଲା ମାର୍କେଟ କମ୍ପ୍ଲେକ୍ସ ଠାବ । ବିଦ୍ୟାଧରପୁରରେ ଇଲେକ୍ଟ୍ରୋନିକ୍ସ ଦୋକାନ ଓ ବସନ୍ତିଆରେ ୨ଟି ଗୋଦାମ ଠାବ । ୧୦୦ ଗ୍ରାମ ସୁନା , ଗୋଟିଏ ଦାମୀ କାର ଓ ୨ଟି ଦୁଇ ଚକିଆ ଠାବ । ୧୯୯୫ରେ ପଞ୍ଚଞ୍ଚାୟତ ସମ୍ପାଦକ ଭାବେ ମାସିକ ୨୨ ଶହ ଟଙ୍କାରେ ଚାକିରି ଆରମ୍ଭ ।
Views: 104











