ଭୁବନେଶ୍ୱର : ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ନିଶାନା । ସୋସିଆଲ ମିଡିଆରେ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ଟାର୍ଗେଟ କଲେ ଶ୍ରୀମୟୀ । ମୁଖିଆଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାୟୋଜିତ କାର୍ଯ୍ୟକ୍ରମ । ନୂଆପଡା ମିଛେଇ ଭାଣିଜିଙ୍କ ଆୟୋଜନ, କେମିତି ହେବ ତାମିଲ ବୋହୂଙ୍କ ଆଗମନ । ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲିଆସିବେ ମୁଖିଆ ନିବାସ ବୋଲି ଲେଖିଲେ । କିଛି ମହିଳା ନେତ୍ରୀଙ୍କୁ ନେଇ ସ୍ନେହାଙ୍ଗିନୀ ନବୀନ ନିବାସ ଯିବା ନେଇ ଚର୍ଚ୍ଚା ।
Views: 97











