The Ultimate Managed Hosting Platform
ADVERTISEMENT

ହ୍ୟୁମାନ ମୃତ୍ୟୁ, ସମସ୍ତଙ୍କୁ ନୋଟିସ ହେବ ; ADCP

Facebook
Twitter
LinkedIn

କଟକ : ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗ । କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା । ୯ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶେଫାଳୀ ସୁନା । ଏତଲାକୁ ଭିତ୍ତି କରି ତଦନ୍ତ ହେବ , ବିଭିନ୍ନ ଦଫାରେ ମାମଲା ରୁଜୁ । ଯେଉଁମାନଙ୍କ ନାଁ ଏତଲାରେ ଅଛି ସେମାନଙ୍କୁ ନୋଟିସ କରି ଡକାଯିବ । ମାମଲାର ବ୍ୟାପକ ତଦନ୍ତ କରାଯିବ କହିଲେ ଆଡିସନାଲ ଡିସିପି ଅମରେନ୍ଦ୍ର ପଣ୍ଡା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login