The Ultimate Managed Hosting Platform
ADVERTISEMENT

 ଦୀକ୍ଷା ନେଲେ ଏନଟିଆର, ୨୧ ଦିନ ଯାଏଁ ଖାଲି ପାଦରେ ଚାଲିବେ…

Facebook
Twitter
LinkedIn

ଏସ୍‌ଏସ୍ ରାଜମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଆର୍‌ଆର୍‌ଆର୍ ରିଲିଜ୍ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଦକ୍ଷିଣୀ ସୁପରଷ୍ଟାର ରାମଚରଣ ଏବଂ ଜୁନିଅର ଏନଟିଆର୍। ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ଏପରିକି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଛି। ଫିଲ୍ମର ହିନ୍ଦୀ ସଂସ୍କରଣକୁ ମଧ୍ୟ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି। ଏହି ମଧ୍ୟରେ ରାମଚରଣ ଏବଂ ଏନଟିଆର୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ସୂଚନାନୁଯାୟୀ, ଫିଲ୍ମ ଆର୍‌ଆର୍‌ଆର୍ ରିଲିଜ୍ ହେବା ପରେ ଅଭିନେତା ରାମଚରଣ ସବରୀମାଳା ମନ୍ଦିର ଯାଇ ଦୀକ୍ଷା ନେଇଥିଲେ। ଏବେ ଏନଟିଆର୍ ମଧ୍ୟ ଦୀକ୍ଷା ନେଇଛନ୍ତି। ହେଲେ ଏନଟିଆର୍ ହନୁମାନ ଦୀକ୍ଷା ନେଇଛନ୍ତି। ଏଥିପାଇଁ ଏନଟିଆର ୨୧ ଦିନ ଯାଏଁ ଖାଲି ପାଦରେ ଚାଲିବେ ଓ ସାତ୍ତ୍ଵିକ ଭୋଜନ କରିବେ। ଏନଟିଆରଙ୍କ ଦୀକ୍ଷା ନେବା ବେଳର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ସେ ଗେରୁଆ କୁର୍ତ୍ତା ପାଇଜାମା, ଗଳାରେ ମାଳି ଓ ମଥାରେ ତିଳକ ଲଗାଇଥିବା ନଜର ଆସିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login