The Ultimate Managed Hosting Platform
ADVERTISEMENT

ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ

Facebook
Twitter
LinkedIn

ଭଉବନେଶ୍ୱର : ମହମ୍ମଦ ମୋକିମଙ୍କୁ ନେଇ ଏବେ ରାଜନୀତି ଉଠୁଛି ପଡୁଛି । କଂଗ୍ରେସରୁ ବହିଷ୍କୃତ ହେବା ପରେ ସେ ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି । ଭୁବନେଶ୍ବର ସ୍ଥିତ ବାସଭବନରେ ଭେଟିଲେ । ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି । ଦୁଇ ଦିନ ତଳେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ମହମ୍ମଦ ମୋକିମ । ଏହା ଭିତରେ ମୋକିମ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା ହେଉଛି । ତେବେ ଆଗକୁ ସ୍ଥିତି କଣ ହେଉଛି ତାହା ଦେଖିବାକୁ ରହିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login