The Ultimate Managed Hosting Platform
ADVERTISEMENT

ମୋକିମ କିଏ-ଭକ୍ତ

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କିଏ କହି ପଚାରିଲେ ଭକ୍ତ ଦାସ । ସେ କିଏ , ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି । ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି । ଦଳୀୟ ନେତୃତ୍ୱ ସେମାନଙ୍କ କଥା ନିଶ୍ଚୟ ଶୁଣିବେ । ସୋନିଆଙ୍କୁ ଚିଠି ଲେଖିବାର କୈାଣସି ସମସ୍ୟା ନାହିଁ । କିନ୍ତୁ ଚିଠି ମିଡିଆରେ ପ୍ରଘଟ କରିବାର କଣ ଆବଶ୍ୟକତା ଥିଲା । କାରଣ ସେ ଦଳରେ ରହିବାକୁ ଚାହୁଁନଥିଲେ । ରାହୁଲ ଗାନ୍ଧିଙ୍କ ବିଷୟରେ ସେ କଣ ଜାଣନ୍ତି ବୋଲି ପ୍ରଶ୍ନ କଲେ ଭକ୍ତ । ରାହୁଲ ଗାନ୍ଧି ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କଲେ । ଏହା କଣ କଠିନ ପରିଶ୍ରମ ନୁହେଁ , ଚିଠି ଲେଖି ସେ ରାହୁଲଙ୍କୁ ଗାଇଡ କରିବେ । ଏହା ବିରୋଧୀଙ୍କ କାମ କହି ମୋକିମଙ୍କୁ ସମାଲୋଚନା କଲେ ଭକ୍ତ । ଯଦି କେହି ନିଜ ନେତାଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦେଖିପାରୁନି , ସେମାନଙ୍କୁ କଣ କୁହାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login