The Ultimate Managed Hosting Platform
ADVERTISEMENT

ଘାଟିରେ ଚାପିଦେଲା ଟ୍ରକ

Facebook
Twitter
LinkedIn

ଲକ୍ଷ୍ମୀପୁର : ଘାଟିରେ ଚାପିଦେଲା ଟ୍ରକ । ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର । ବନ୍ଧୁଗାଁ କୁମ୍ଭାରପୁଟ ଘାଟି ରାସ୍ତାରେ ବାଇକକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ । ଗୁରୁତର ବାଇକ ଆରୋହୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣା ପରେ ଘାଟି ରାସ୍ତା ଜାମ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login