The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

‘ଆଇଜିଟି ୯’ ର ଟାଇଟଲ୍ ନିଜ ନାମରେ କଲେ ଦିବ୍ୟାଂଶ-ମୁନୁରାଜ୍

Facebook
Twitter
LinkedIn

ବର୍ଷ ବର୍ଷ ଧରି ଲୋକଙ୍କ ମନୋରଞ୍ଜନ କରିଆସୁଥିବା ଶୋ’ ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟର ୯ମ ସିଜନ୍ ଖୁବ୍ ଧମାଲ କରିଛି। ଗତକାଲି ରାତିରେ ଏହି ଶୋ’ର ଗ୍ରାଣ୍ଡ୍ ଫାଇନାଲ୍ ହୋଇଥିଲା। ଏହି ଶୋ’ର ଫାଇନାଲରେ ଦିବ୍ୟାଂଶ ଏବଂ ମନୁରାଜଙ୍କ ଯୋଡି ସମସ୍ତଙ୍କୁ ପଛରେ ପକାଇ ୱିନର୍ ଟାଇଟଲ୍ ନିଜ ନାମରେ କରିଛନ୍ତି। ଫାଇନାଲରେ, ଦିବ୍ୟାଂଶ ଏବଂ ମନୁରାଜ ବିଏସ୍ ରେଡ୍ଡି, ୱାରିଅର୍ ସ୍କ୍ୱାଡ୍, ବମ୍ ଫାୟାର୍ କ୍ରୁ ସମେତ ଅନେକ ପ୍ରତିଭାବାନ ବ୍ୟକ୍ତି ଏବଂ ଗ୍ରୁପକୁ ପଛରେ ପକାଇଛନ୍ତି। ସୋନି ଟିଭିର ଏହି ରିଆଲିଟି ଶୋ’ରେ ଶେଷରେ

ଇଣ୍ଡିଆଜେ ଗଟ୍ ଟ୍ୟାଲେଣ୍ଟର ଚମତ୍କାର ଟ୍ରଫି ସହିତ ଦିବ୍ୟାଂଶ-ମନୁରାଜଙ୍କୁ ଏକ କାର୍ ଏବଂ ପୁରସ୍କାର ରାଶି ଭାବରେ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଶୋ’ର ପ୍ରଥମ ରନର୍ ଅପ୍ ଇଶିତା ବିଶ୍ୱକର୍ମାଙ୍କୁ ୫ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ ରନର୍ ଅପ୍ ବମ୍ ଫାୟାର୍ କ୍ରୁ ଗ୍ରୁପଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login