ଭୁବନେଶ୍ୱର : ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳିକା ମେଡିକାଲରେ ଭର୍ତ୍ତି । ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରିଛି ପୋଲିସ । ପୀଡିତାଙ୍କୁ ଭେଟି ବୟାନ ରେକର୍ଡ କଲେ ମହିଳା କମିଶନ ସଦସ୍ୟା । ପରିବାର ଲୋକ ନଥିବା ବେଳେ ଅଭିଯୁକ୍ତ କାଣ୍ଡ ଭିଆଇଥିବା ସୂଚନା ।
Views: 65











