ସମ୍ବଲପୁର : ଜାତୀୟ ରାଜପଥ ଅବରୋଧ କରି ଚାଷୀଙ୍କ ପ୍ରତିବାଦ । ଟୋକନ ସମସ୍ୟାକୁ ପ୍ରତିବାଦ କରି ଚାଷୀ ସଂଗଠନ ପକ୍ଷରୁ ପ୍ରତିବାଦ । ସିନ୍ଦୁରପଙ୍କ ଛକ, ବରେଇପାଲି ଓ ଧମା ଛକରେ ରାସ୍ତା ଅବରୋଧ । ଜିଲ୍ଲାରେ ୬୦ ହଜାର ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବାବେଳେ ୧୯ ହଜାର ଚାଷୀଙ୍କ ଟୋକନ ଆସିନଥିବା ଅଭିଯୋଗ ହୋଇଛି । ଯାହାର ଟୋକନ ଆସିଛି । ସେମାନେ ଦ୍ବିତୀୟ ପର୍ୟ୍ୟାୟ ଟୋକନ ଆସିନାହିଁ । ଯାହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି ।
Views: 53











