ଭୁବନେଶ୍ୱର : ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ସମ୍ଭାବନା । ଏ ନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏବେ ୪ ଲକ୍ଷ ମିଳୁଛି କ୍ଷତିପୂରଣ , ୧୦ ଲକ୍ଷ ବୃଦ୍ଧି ସୁପାରିସ । ଏ ନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଆସିଥିବା ସୂଚନା ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ମାମଲାରେ ନିଦେ୍ର୍ଦଶ ଦେଇଛନ୍ତି । ବଜ୍ରାଘାତ ଓ ପାଣିରେ ବୁଡି ମୃତ୍ୟୁ ପାଇଁ ମଧ୍ୟ ସମାନ କ୍ଷତିପୂରଣ ମିଳିବ ।
Views: 25











