ନୂଆଦିଲ୍ଲୀ : ଟେଲିକମ୍ କମ୍ପାନି ଜିୟୋ, ଏୟାରଟେଲ୍ ଆଉ ଭୋଡାଫୋନ୍-ଆଇଡିଆ ନିଜର କୋଟି କୋଟି ଗ୍ରାହକଙ୍କୁ ଦେବାକୁ ଯାଉଛନ୍ତି ବଡ଼ ଝଟକା । କାହିଁକି ନା ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ ରିଚାର୍ଜ ପ୍ଲାନ୍ । ନୂଆ ରିପୋର୍ଟ ଅନୁସାରେ, ଆସନ୍ତା ମାସ ୧ ତାରିଖରେ ମୋବାଇଲ୍ ରିଚାର୍ଜ ପ୍ଲାନ୍ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଇପାରେ । ଯାହା ହେଲେ ବର୍ତ୍ତମାନ ୧୯୯ ଟଙ୍କା ଥିବା ରିଚାର୍ଜ ପ୍ଲାନର ଦାମ ବୃଦ୍ଧି ପାଇ ୨୯୯ ଟଙ୍କା ହେବା ସହିତ ୮୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍ ୯୯୯ ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ ସୁଦ୍ଧା ଜିୟୋ, ଏୟାରଟେଲ୍, ଆଉ ଭୋଡାଫୋନ୍ ଆଇଡିଆ କମ୍ପାନି ରିଚାର୍ଜ ପ୍ଲାନ୍ ବୃଦ୍ଧି ନେଇ କୌଣସି ଘୋଷଣା କରିନଥିଲେ ବି, ଆସନ୍ତା ମାସ ୧ ତାରିଖରୁ ରିଚାର୍ଜ ପ୍ଲାନର ଦାମ ବଢ଼ିପାରେ ବୋଲି ଖବର ଆସିଛି । ତେବେ ବର୍ତ୍ତମାନ ସମୟରେ ୮୪ ଦିନର ଭାଲିଡିଟି ସହିତ ୨ ଜିବି ଡାଟା ମିଳୁଥିବା ପ୍ଲାନର ଦାମ ରହିଛି ୯୪୯ ଟଙ୍କାରୁ ୯୯୯ ଟଙ୍କା । ତେଣୁ ଆଗକୁ ଏହି ଦାମ ଆହୁରି ବଢ଼ିଲେ ରିଚାର୍ଜ ପ୍ଲାନର ଦାମ ମଧ୍ୟ ବୃଦ୍ଧି ପାଇବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ୧୯୯ ଟଙ୍କିଆ ରିଚାର୍ଜ ପ୍ଲାନର ଦାମ ବଢ଼ିଯିବ । ଯାହାକି ବର୍ଦ୍ଧିତ ଦର ସହିତ ୨୯୯ ଟଙ୍କା ହେବ । ସେହିପରି ୮୯୯ ପ୍ଲାନ ବଢ଼ି ୯୯୯ ଟଙ୍କା ହେବ । ତେବେ ଏୟାରଟେଲ୍ ଆଉ ଭୋଡାଫୋନ୍ ଆଇଡିଆ ଦୀର୍ଘ ସମୟ ଧରି ଟାରିଫ୍ ପ୍ଲାନରେ ସୁଧାର ଆଣିବାକୁ ଚେଷ୍ଟା କରି ଆସୁଛନ୍ତି ।
ମହଙ୍ଗା ହେବ ରିଚାର୍ଜ ; ୧୯୯ ରଚିାର୍ଜ ହେବ ୨୯୯ ଓ ୮୯୯ ରିଚାର୍ଜ ହେବ ୯୯୯ ଟଙ୍କା !
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







