The Ultimate Managed Hosting Platform
ADVERTISEMENT

ବୈାଦ୍ଧର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ; ଟ୍ରକ-କାର ମୁହାଁମୁହିଁ ଓ ବାଇକ ଦୁର୍ଘଟଣା

Facebook
Twitter
LinkedIn

ବୈାଦ୍ଧ : ଟ୍ରକ-କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ପୁରୁଣା କଟକ ଥାନା ଏନଏଚ-୫୭ ଭୈରବୀ କଲେଜ ସମ୍ମୁଖରେ ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଫେରାର ଅଛି ।
ଅନ୍ୟପଟେ ଶୀତଳପାଣି ରାସ୍ତାର ବଡଜୋର ନାଳ ବୁଲାଣିରେ ବାଇକ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଯୁବତୀ ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login