The Ultimate Managed Hosting Platform
ADVERTISEMENT

୧୫ ଲକ୍ଷର ବ୍ରାଉନସୁଗାର ଜବତ ; ୪ ଗିରଫ

Facebook
Twitter
LinkedIn

ପୁରୀ : ୧୫୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ଅଛନ୍ତି । ପିପିଲି ଥାନା ନିଜିଗଡ କୁଳକୀରେ ଚଢାଉ କରି ଜବତ କରିଛି ପୋଲିସ । ୬ ଲକ୍ଷ ଟଙ୍କା ସହ ୭ଟି ଫୋନ , କାର, ବୁଲେଟ, ଓ ୨ଟି ବାଇକ ଜବତ ହୋଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login