The Ultimate Managed Hosting Platform
ADVERTISEMENT

କଂଗ୍ରେସ ଭବନରେ PAC ବୈଠକ

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସ ଭବନରେ ବରିଷ୍ଠ ନେତା କେସି ବେଣୁଗୋପାଳ । ରାଜନୈତିକ ବ୍ୟାପାର କମିଟି ବୈଠକରେ ଭାଗ ନେଲେ । ଆଗକୁ ନୂଆପଡା ଉପନିର୍ବାଚନ ଥିବାରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ସଂଗଠନ ସୃଜନରେ ଜିଲ୍ଲା ସଭାପତି ଚୟନ ନେଇ ନେତାଙ୍କ ସହ ବୈଠକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login