ନିଆଳି : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ମହିଧରପଡା ମେଡିକାଲ ପରିସରରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ମେଡିକାଲ ପରିସରର ଏକ ଗଛ ମୂଳରୁ ଉଦ୍ଧାର କଲେ ଲୋକେ । ଉଦ୍ଧାର ଶିଶୁ କନ୍ୟା ଚାଇଲ୍ଡ ଲାଇକୁ ହସ୍ତାନ୍ତର ପରେ ଶିଶୁ ଭବନ ସ୍ଥାନାନ୍ତର । କିଏ ପ୍ରସବ ପରେ ଶିଶୁ କନ୍ୟାକୁ ଏପରି ଛାଡି ଚାଲିଗଲା ଅସ୍ପଷ୍ଟ ।
Views: 67