ଯାଜପୁର : ଝରଣାରେ ବୁଡି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ସୁକିନ୍ଦା ଥାନା କୋଇଲୋ ନିକଟ ଝରଣାରେ ବୁଡିଯାଇଥିଲେ ୨ ଯୁବକ । ଗତକାଲି ଜଣେ ଯୁବକ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ଟିମ୍ । ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ବୁଡି ଯାଇଥିବା ସୂଚନା । ଆଜି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।
Views: 96