The Ultimate Managed Hosting Platform
ADVERTISEMENT

ଥାନାରୁ ହଟିବ ଜବତ ଗାଡି ; ବିଏମସି

Facebook
Twitter
LinkedIn

ଭୁବନେଶ୍ୱର : ସବୁ ଥାନାରୁ ହଟିବ ଜବତ, ଅବ୍ୟବହୃତ ଓ ଅଚଳ ଗାଡି । ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲାଚନା ଦାସଙ୍କ ସୂଚନା । ଜବତ ଗାଡି ପଡି ରହିବା ଯୋଗୁ ସହରର ସୈାନ୍ଦର୍ଯ୍ୟ ନଷ୍ଟ ହୋଇଛି । ଗାଡି ହଟିଲେ ଜାଗା ସଫା ହେବ , ରାଜସ୍ୱ ବଢିବ । ପୋଲିସ କମିଶନରକୁ ଚିଠି କରିବ ଭୁବନେଶ୍ୱର ମହାନଗର ନିଗମ । ଥାନା ସହ ବିଏମସିର ଅବ୍ୟବହୃତ ଓ ଅଚଳ ଗାଡି ସ୍କ୍ରାବ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login