The Ultimate Managed Hosting Platform
ADVERTISEMENT

ମନ୍ଦିର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ , ୧୫ ଜଣ ଗୁରୁତର

Facebook
Twitter
LinkedIn

ପଞ୍ଜାବ : ପଞ୍ଜାବର ବରନାଲା ଜିଲ୍ଲାର ଏକ ମନ୍ଦିରର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ବଡ଼ ଚୁଲିରେ ଡିଜେଲ ଢାଳିବା ସମୟରେ ବଡ ଧରଣର ନିଆଁ ଲାଗିଯାଇଥିଲା । ଯେଉଁଥିରେ ୧୫ ଜଣ ପୋଡ଼ି ହୋଇଯାଇଛନ୍ତି । ପୋଲିସ କହିଛି ଯେ, ୧୫ ଜଣଙ୍କ ମଧ୍ୟରୁ ୬ ଜଣ ୭୦-୮୦ ପ୍ରତିଶତ ପୋଡ଼ି ଯାଇଥିଲେ । ସେମାନଙ୍କୁ ତୁରନ୍ତ ଫରିଦକୋଟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ସ୍ଥାନୀୟ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବରନାଲାର ଧନୌଲାର ଏକ ମନ୍ଦିରରେ ଭକ୍ତମାନଙ୍କ ପାଇଁ ଲଙ୍ଗର ପ୍ରସ୍ତୁତ ହେଉଥିବା ସମୟରେ ଏହି ଘଟଣା ଘଟିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login