ନୂଆଦିଲ୍ଲୀ : ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ସମାଲୋଚନା କଲେ ଶାହା । ନେହେରୁଙ୍କ ତ୍ରୁଟି ପାଇଁ ପିଓକେ ସୃଷ୍ଟି ହୋଇଛି । ନେହେରୁଙ୍କ ଏକପାଖିଆ ଯୁଦ୍ଧ ବିରତି ଘୋଷଣା ଯୋଗୁଁ ପିଓକେର ସୃଷ୍ଟି । ସେତେବେଳେ ତତକାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ । ଆଉ ୧୯୭୧ରେ ସିମଳା ରାଜିନାମା ବେଳେ କଂଗ୍ରେସ ପିଓକେ କଥା ଭୁଲିଗଲା । ଯଦି ସେତେବେଳେ ପିଓକେକୁ ଆଣି ପାରିଥାନ୍ତା । ଆଜି ଆଟାକ ଦରକାର ପଡି ନ ଥାନ୍ତା । ଦେଶ ବିଭାଜନ ପ୍ରସ୍ତାବକୁ କଂଗ୍ରେସ ସ୍ୱୀକାର କରିବା କଂଗ୍ରେସର ବଡ ଭୁଲ ଥିଲା ।
ଅପରେସନ ସିନ୍ଦୂର ବିତର୍କରେ କଂଗ୍ରେସକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଟାର୍ଗେଟ । ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁ ନେଇ କଂଗ୍ରେସକୁ ସିଧା ଟାର୍ଗେଟ । ନିପାତ ୩ ଆତଙ୍କବାଦୀ ପାକିସ୍ତାନର ବୋଲି ଚିଦାମ୍ବରମ ପ୍ରମାଣ ମାଗିଛନ୍ତି । ପାକିସ୍ତାନ ଉପରେ କାହିଁକି ଆକ୍ରମଣ ବୋଲି ଚିଦାମ୍ବରମ ପଚାରିଥିବା କହିଲେ । ଏଥିରୁ ଜଣାପଡୁଛି ଚିଦାମ୍ବରମ ପାକିସ୍ତାନକୁ କ୍ଲିନଚିଟ ଦେବାକୁ ଚାହୁଁଛନ୍ତି । ସିନ୍ଧୁଜଳ ଚୁକ୍ତି ବାତିଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କଲେ । ସିନ୍ଧୁ ଜଳ ଚୁକ୍ତିରେ ପାକିସ୍ତାନକୁ ୮୦ ପ୍ରତିଶତ ଜଳ ପ୍ରଦାନ ଥଲା କଂଗ୍ରେସର ନିଷ୍ପତ୍ତି ।
ନେହେରୁଙ୍କ ପାଇଁ POK , ଚିଦାମ୍ବରମ ପାକିସ୍ତାନକୁ କ୍ଲିନଚିଟ ଚାହୁଁଛନ୍ତି : ଶାହ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











