ଭୁବନେଶ୍ୱର : ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କୁ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଟାର୍ଗେଟ । ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି କହିଲେ ପ୍ରଦୀପ । ଦେଶରେ ସମ୍ବିଧାନ ଅଛି ବୋଲି ତାଙ୍କର ଧାରଣା ନାହିଁ । ବହୁ ବର୍ଷ କ୍ଷମତାରେ ରହିଲେ , ତେଣୁ ଆଇନ କାନୁନକୁ ତାଙ୍କର ଖାତିର ନାହିଁ । ଏସପି ଓ ଅତିରିକ୍ତ ଏସପିଙ୍କ ଅଫିସରେ ଧମକାଇବା ଭାଇରାଲ ହୋଇଛି । ଆଲୋଚନାରେ ସବୁ ସମାଧାନ ହୁଏ, କିନ୍ତୁ ସେ ଲୋକଙ୍କୁ ଉତ୍ତେଜିତ କରୁଛନ୍ତି । ଯଦି ଲୋକେ ନିଆଁ ଲଗାଇ ଦେଇଥାନ୍ତେ କେତେ କ୍ଷତି ହୋଇ ନ ଥାନ୍ତା ପଚାରିଲେ । ଏହା ପୂର୍ବରୁ ମଧ୍ୟ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଆଡ଼ିସିନାଲ ଏସ୍ପି ଓ ଏସ୍ପି ଙ୍କ ଅଫିସରେ ପଶି ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲେ। ସମବାୟ ମନ୍ତ୍ରୀ ଆହୁରି କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ କଥାର ସମାଧାନ ହୁଏ, କିନ୍ତୁ ସେ ତାହା ନ କରି ଲୋକଙ୍କୁ ଉତ୍ତେଜିତ କରାଇ ହିଂସାକାଣ୍ଡ ଭିଆଇବାକୁ ବାଧ୍ୟ କରୁଛନ୍ତି। ଯଦି ଲୋକେ ନିଆଁ ଲଗେଇ ଦେଇଥାନ୍ତେ, କେତେ ଲୋକଙ୍କର ଧନଜୀବନ କ୍ଷତି ହୋଇଥାନ୍ତା ସେ କହି ପାରିବେ କି।
ପ୍ରୀତି ଘଡେଇ ଉସକାଉଛନ୍ତି, ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି : ବଳସାମନ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







