The Ultimate Managed Hosting Platform
ADVERTISEMENT

ବିଷ ପିଇ ଶାଶୁ, ବୋହୂଙ୍କର ଚାଲିଗଲା ଜୀବନ !

Facebook
Twitter
LinkedIn

ବଡମ୍ବା : ପାରିବାରିକ ବିବାଦ ନେଇଗଲା ଜୀବନ । ବିଷ ପିଇ ଶାଶୁ ,ବୋହୂଙ୍କର ଚାଲିଗଲା ଜୀବନ, ସ୍ୱାମୀ ଗୁରୁତର । ବଡବାରସିଂହ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ବିଷ ପିଇ ଦେଇଥିବା ସୂଚନା । ଗୁରୁତର ସ୍ୱାମୀ ବଡମ୍ବା ମେଡିକାଲରେ ଭର୍ତ୍ତି । ଅପମୃତ୍ୟୁ ମାମଲା ରୁଜୁ କରି ବଡମ୍ବା ପୋଲିସର ତଦନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login