The Ultimate Managed Hosting Platform
ADVERTISEMENT

ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ଗର୍ଜନ

Facebook
Twitter
LinkedIn

ଭୁବନେଶ୍ୱର : ୨ ଦଫା ଦାବି ନେଇ ରାଜରାସ୍ତାହଗ୍ଦ କନିଷ୍ଠ ଶିକ୍ଷକ । ହକ୍ ଆଉ ଅଧିକାର ପାଇଁ ଚାଲିଛି ଲଢେଇ । ଗତ୨୦୨୩ -୨୪ ରେ ଚାକିରି ପାଇଥିବା ଶିକ୍ଷକଙ୍କୁ ସରକାର ରେଗୁଲାର କରୁନଥିବା ଅଭିଯୋଗ ହୋଇଛି । ରେଗୁଲାର ଦାବି ନେଇ ହଜାର ହଜାର ସଂଖ୍ୟାରେ କନିଷ୍ଠ ଶିକ୍ଷକ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସେହିପରି ବାଲବାଟିକା ପାଇଁ ନୂଆ ପୋଷ୍ଟିଂ ଦେବାକୁ ଦାବି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login