The Ultimate Managed Hosting Platform
ADVERTISEMENT

AEEଙ୍କ ଘରେ ଭିଜିଲାନ୍ସ

Facebook
Twitter
LinkedIn

ଭୁବନେଶ୍ୱର : ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନ ଙ୍କ ଘରେ ଭିଜିଲାନ୍ସ । AEE ଦିଲ୍ଲୀପ କୁମାର ଚୈାଧୁରୀଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ । ବ୍ରହ୍ମପୁର ଧର୍ମନଗରରେ ରହିଛି 2 BHK ଫ୍ଲାଟ ଏବଂ ମୟୂର ବିହାର ଗୋଟେ ଡବଲ ଷ୍ଟୋରେଡ ବିଲଡିଂ ରହିଛି । ଏହା ସହ ଭୁବନେଶ୍ବର ସହିଦ ନଗରରେ 3 BHK ଫ୍ଲାଟ ଉପରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ରେଡରେ ସାମିଲ ଅଛନ୍ତି ୩ଜଣ DSP ଏବଂ ୭ଜଣ ଇନ୍ସପେକ୍ଟର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login