The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବାସବରାଜୁ ମୃତଦେହ ଦେଲାନି ପୋଲିସ

Facebook
Twitter
LinkedIn

ମାଲକାନଗିରି : ବାସବରାଜୁଙ୍କ ମୃତଦେହ ପରିବାରକୁ ଦେଲାନି ପୋଲିସ । ସିପିଆଇ ମାଓ ମୁଖିଆ ବାସବରାଜୁ ସହ ୮ ମାଓବାଦୀଙ୍କ ଅନ୍ତିମ ସଂସ୍କାର କଲା ଛତିଶଗଡ଼ ନାରାୟଣପୁର ପୁଲିସ । ଏନକାଉଣ୍ଟରକୁ ୭ ଦିନ ବିତିଯାଇଥିବାରୁ ଶବରେ ବ୍ୟାକ୍ଟେରିଆ ହୋଇଯାଇଥିଲା । ତେଣୁ ମୃତ ମାଓବାଦୀଙ୍କ ପରିବାର ଲୋକଙ୍କ ସମ୍ମତିରେ ଶବ ସଂସ୍କାର କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏଏସପି ଚନ୍ଦ୍ରକାର। ଅନ୍ୟପଟେ ପୋଲିସ ମିଛ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଛତିଶଗଡ଼ ପୁଲିସ ନାଁରେ ମାନବାଧିକାର ହନନ ଅଭିଯୋଗ ଆଣିଲେ ବାସବରାଜୁଙ୍କ ଭାଇ । ଛତିଶଗଡ଼ ପୁଲିସ ମୃତଦେହ ହସ୍ତାନ୍ତର କରିବାରେ ଟାଳଟୁଳ ନିତି ଅବଲମ୍ବନ କରିଥିବା ଅଭିଯୋଗ କରିଛନ୍ତି । ହାଇକୋର୍ଟ ଆଦେଶ କୁ ବି ମାନିନାହିଁ ନାରାୟଣପୁର ପୋଲିସ ବୋଲି ଅଭିଯୋଗ କରିଛନ୍ତି ମୃତ ମାଓବାଦୀଙ୍କ ପରିବାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିବ ହେଲଥ୍ କାର୍ଡ ଲୋଗୋ, ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ ; ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଅସୁସ୍ଥ ଥିଲେ ରଥଯାତ୍ରା ଭିଡକୁ ଆସନ୍ତୁ ନାହିଁ –ମନ୍ତ୍ରୀ

ପୁରୀ : ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି...

Login