ନୂଆଦିଲ୍ଲୀ : ଗୁଜରାଟ ଭୁଜ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏୟାରବେସରେ ବାୟୁ ସେନା ଯୋଦ୍ଧାଙ୍କୁ ଭେଟିବେ ରାଜନାଥ ସିଂ । ଭୁଜ ଗସ୍ତକରି ପାକିସ୍ତାନକୁ ବଡ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ।ଭୁଜ ଏୟାରବେସକୁ ଉଡାିଥିବା ଦାବି କରିଥିଲା ପାକିସ୍ତାନ । ଡ୍ରୋନ ଦ୍ୱାରା ଭୁଜ ଏୟାରବେସ ନଷ୍ଟ କରିଥିବା କହିଥିଲା ପାକ । ଗୁଜରାଟ ଭୁଜ ଏୟାରବେସରେ ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା ଆତଙ୍କୀ ଲଢେଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଏବେ ଫିଲ୍ମ ବାକି ରହିଛି । ବ୍ରହ୍ମୋସ ମିସାଇଲର ତାକତକୁ ପାକିସ୍ତାନ ସ୍ବୀକାର କରିସାରିଛି ।
ପ୍ରତିରକ୍ଷା ମନ୍ତ୍ରୀ ଭୁଜ୍ ଯାତ୍ରାକୁ ନେଇ ଟ୍ବିଟ୍ କରି କହିଛନ୍ତି, ନୂଆଦିଲ୍ଲୀରୁ ଭୁଜ(ଗୁଜରାଟ) ପାଇଁ ଯାତ୍ରା କରୁଛି । ଭୁଜ୍ ଏୟାରବେସରେ ଆମ ସାହାସୀ ବାୟୁସେନା ଯୋଦ୍ଧାଙ୍କ ସହିତ କଥାବାର୍ତ୍ତାକୁ ନେଇ ବେଶ୍ ଉତ୍ସାହତ ରହିଛି । ଏହାପରେ ସ୍ମ୍ତିବନ ମଧ୍ୟ ଯିବି । ଏହା ଏକ ସ୍ମାରକ ଏବଂ ସଂଗ୍ରହାଳୟ, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୧ରେ ହୋଇଥିବା ଭୂକମ୍ପରେ ଜୀବନ ହାରିଥିବା ଲୋକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଭାବେ କରାଯାଇଥିଲା ।
ଭୁଜ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











