ଭୁବନେଶ୍ୱର : ଦୀଘା ମନ୍ଦିରର ହଟିଲା ଜଗନ୍ନାଥ ଧାମ ନାମଫଳକ । ଏକ୍ସରେ ସୂଚନା ଦେଲେ ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ । ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର କାଢିଥିବା ସୂଚନା । ‘ଜଗନ୍ନାଥ ଧାମ’ ନାମ ହଟାଯାଇଥିବା ନେଇ ପଶ୍ଚିମବଙ୍ଗ ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ । ଦୀଘା ମନ୍ଦିର ସାମ୍ନାର ପୂର୍ବ ପର ଫଟୋ ପକାଇ ସେ ‘ଜଗନ୍ନାଥ ଧାମ’ ନାମ ହଟିଥିବା ଦେଖାଇଛନ୍ତି । ଆଉ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ… ଫେଲ୍ ମାରିଲା ମମତାଙ୍କ ବିଭାଜନ ରଣନୀତି ।
Views: 43











