The Ultimate Managed Hosting Platform
ADVERTISEMENT

ସରକାରଙ୍କ ଡେଡଲାଇନ ପରେ ହୋଇ ପାରିବନି ନୂଆ ପୈାର, ରାଜସ୍ୱ, ଗ୍ରାମ ଓ ପଞ୍ଚାୟତ ଜିଲ୍ଲା ଗଠନ

Facebook
Twitter
LinkedIn

ଭୁବନେଶ୍ୱର : ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ । ଜନ ଗଣନା ସରିବା ଯାଏ ଏ ପ୍ରକ୍ରିୟାରେ ଲାଗିବ ରୋକ । ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଜୁଲାଇରେ ହେବ ଜନଗଣନା । ଏହା ପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡିକୁ ମଂଜୁର କରିବାକୁ ଚେଷ୍ଟା କରାଯିବ। ହଜାରେ ଆବେଦନରୁ ୩ଶହ ରାଜସ୍ୱ ଗାଁ ହୋଇ ସାରିଲାଣି । ହେଲେ ଥରେ ଜନଗଣନା ଆରମ୍ଭ ହୋଇଗଲେ, ଏ ସବୁ ପ୍ରସ୍ତାବ କାର୍ୟ୍ୟକାରୀ ହୋଇ ପାରିବ ନାହିଁ। ତେଣୁ ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login