The Ultimate Managed Hosting Platform
ADVERTISEMENT

ପାରାଦୀପ ଷ୍ଟକୟାର୍ଡରେ ନିଆଁ

Facebook
Twitter
LinkedIn

ପାରାଦୀପ : ପାରାଦୀପ ଷ୍ଟକୟାର୍ଡରେ ନିଆଁ ।ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ ଷ୍ଟକୟାର୍ଡ ରେ ନିଆଁ । ହୁତୁ ହୁତୁ ହୋଇ ଜଳି ଯାଇଛି ପାଇପ୍ । ଘଟଣାସ୍ଥଳରେ ୭ ରୁ ଉର୍ଦ୍ଧ୍ବ ଅଗ୍ନିଶମ ଗାଡ଼ି ନିଆଁକୁ ପାଖାପାଖି ୩ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇପାରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜମା ହୋଇରହିଥିବା ସ୍କ୍ରାପ ପାଇପରେ ନାଆଁ ଲାଗିବା ଦ୍ବାରା ଧୂଆଁ ସାଙ୍ଗକୁ ନିଆଁ ଭୟାଭୟ ପରିସ୍ଥିତି ସୃଷ୍ଟି କରିଥିଲା। ମାଟିତଳେ ବିଛା ଯାଇଥିବା ପାରାଦୀପ-ହଳଦିଆ ଆଇଓସିଏଲ ର ପାଇପ ଲାଇନ ବିଭିନ୍ନ ସ୍ଥାନରୁ ଆସି ଷ୍ଟାକୟାଡରେ ରଖାଯାଇଥିଲା।ତେବେ ପାଇପ ଉପରେ ପିଚୁ ଓ ପ୍ଲାଷ୍ଟିକ କୋଟିଂ ଯୋଗୁଁ ଦୀର୍ଘ ସମୟ ଧରି ନିଆଁ ଜଳୁଥିବା ରୁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ କୋଟି କୋଟି ଟଙ୍କାର ସ୍କ୍ରାପ ପାଇପ୍ ପୋଡ଼ି ନଷ୍ଟ ହୋଇଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login