The Ultimate Managed Hosting Platform
ADVERTISEMENT

ଭାରସାମ୍ୟ ହରାଇ ରାସ୍ତା କଡରେ ପିଟି ହେଲା ବାଇକ

Facebook
Twitter
LinkedIn

ସୁନ୍ଦରଗଡ : ଭାରସାମ୍ୟ ହରାଇ ରାସ୍ତାକଡରେ ପିଟିହେଲା ବାଇକ । ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଉଭୟ ରେଳ ବିଭାଗ କର୍ମଚାରୀ ବୋଲି ସୂଚନା ରହିଛି । ଦ୍ରୁତଗତିରେ ଦୁହେଁ ବାମରା ପଟକୁ ଯାଉଥିବା ବେଳେ ଧରୁଆଡିହି ଥାନା ରାବଣଡିହିରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login