The Ultimate Managed Hosting Platform
ADVERTISEMENT

ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ ଡିଜିସିଏର ଆଡଭାଇଜରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ ଡିଜିସିଏର ଆଡଭାଇଜରୀ । ବିଭିନ୍ନ ଏୟାରଲାଇନ୍ସକୁ ଡିଜିସିଏର ୫ଟି ପ୍ରମୁଖ ପରାମର୍ଶ । ଅର୍ନ୍ତଜାତୀୟ ଉଡାଣ ପୂର୍ବରୁ ଯାତ୍ରୀଙ୍କ ସହ ଯୋଗାଯୋଗ ନିଦେ୍ର୍ଦଶ । ଭିନ୍ନରୁଟରେ ଗଲେ ବି ପହଁଚିବା ପର୍ଯ୍ୟନ୍ତ ବିମାନ ଭିତରେ ହିଁ ରହିବେ । ଡିଜିସିଏଙ୍କ ୫ଟି ମୁଖ୍ୟ ପରାମର୍ଶ —–
ଉଡାଣ ସମୟରେ ଯାତ୍ରୀଙ୍କ ଯୋଗାଯୋଗରେ ସୁବିଧା
ଉଡାଣ ସମୟରେ ଯାତ୍ରୀଙ୍କ ଖାଦ୍ୟପେୟ ଓ ବିଶ୍ରାମର ସେବା
ଡାକ୍ତରୀ ପ୍ରସ୍ତୁତି ଏବଂ ବିକଳ୍ପ ଉଡାଣ ସେବା
ଗ୍ରାହକ ସେବା
ଅର୍ନ୍ତବିଭାଗୀୟ ସମନ୍ବୟ
ପାକିସ୍ତାନ ତା’ର ବିମାନ ସେବା ଉପରେ ପ୍ରତିବନ୍ଧକ ଆଣିବା ଦ୍ବାରା ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଯାତ୍ରୀମାନଙ୍କୁ ଏୟାରଲାଇନ୍ସରେ ଯୋଗାଯୋଗ, ଖାଦ୍ୟପେୟ ସେବା ପ୍ରଦାନ କରିବା ପାଇଁ ଡିଜିସିଏ ପରାମର୍ଶ ଜାରି କରିଛି । ବିମାନ ସେବାକୁ ନେଇ ଦିଲ୍ଲୀ ସମେତ ଉତ୍ତର ଭାରତୀୟ ସହରର ଯାତ୍ରୀମାନେ ଅତ୍ୟଧିକ ପ୍ରଭାବିତ ହେଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login