The Ultimate Managed Hosting Platform
ADVERTISEMENT

ମୋ ଉପରେ ଆକ୍ସନ ଅଧିକାର କିଏ ଦେଲା ; ବାପି ପଣ୍ଡା

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ବର୍ଷିଲେ କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା । ଯାତ୍ରା ପରିଚାଳକ ଜଗତ ଜୀବନ ପଣ୍ଡାଙ୍କୁ କାଉଣ୍ଟର କଲେ । ମୋ ଉପରେ ଆକ୍ସନ ନେବାକୁ ତାଙ୍କୁ ଅଧିକାର ଦେଲା କିଏ । ଜଣେ ମାଲିକଙ୍କ ପାଖରେ କର୍ମଚାରୀ ଅଛନ୍ତି ସେ । ପବିତ୍ର ପାତ୍ର ବୋଧେ ତାଙ୍କୁ ଏମିତି କହିବାକୁ କହିଛନ୍ତି । ମୋ କଥା ଭାବିବା ପୂର୍ବରୁ ଚିନ୍ତା କରିବା କଥା । କଳାକାର ମାନଙ୍କୁ ଲାଭେ ଦେଖାଉଛନ୍ତି , ପ୍ରବର୍ତ୍ତାଉଛନ୍ତି । ତୁଳସୀ ମାଲିକ ନାଣ୍ଡୁ ଧଳ ଅନେକ ଅତ୍ୟାଚାର କରିଛି । ନରି ପଣ୍ଡା କେସ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଲା । କଳାକାର ସଂଘ ସର୍ବଦା ନିରପେକ୍ଷ ନିଷ୍ପତ୍ତି ନିଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login