The Ultimate Managed Hosting Platform
ADVERTISEMENT

ୱକଫ ବିଲ ଭୋଟିଂକୁ ନେଇ ବଦ୍ରିଙ୍କ କଡା ମନ୍ତବ୍ୟ

Facebook
Twitter
LinkedIn

ଭୁବନେଶ୍ୱର :ୱକଫ ବିଲ ଭୋଟିଂରେ ବିଜେଡି ଦୁଇ ଫାଳ ନେଇ ବଦ୍ରିଙ୍କ କଡା ମନ୍ତବ୍ୟ । କିଛି ଖେଳ ହୋଇଛି କହିଲେ ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ବିଲକୁ ବିରୋଧ କରିବାକୁ ସଭାପତି କହିଥିବା ମୁନା ଖାନ କହିଥିଲେ । ନବୀନ ବାବୁ ଏହାକୁ ବିରୋଧ କରିବାକୁ କହିବା ପରେ ଏଭଳି କେମିତି ହେଲା । ଏଭଳି କିଭଳି ହେଲା , କିଛି ଖେଳ ହୋଇଛି , ଏହା ଚିନ୍ତାର ବିଷୟ । ଏମିତି ଖେଳ କିଏ କଲା ତାହା ଖୋଜା ଚାଲିଛି କହିଲେ ବଦ୍ରି ପାତ୍ର । ହୁଇପ କାହିଁକି ଜାରି କରାଗଲାନି , ତାହା ସନେ୍ଦହରେ । କିଛି ଚାପ ପଡିଥାଇ ପାରେ ବୋଲି ମଧ୍ୟ ସନେ୍ଦହ କରାଯାଇଥିବା କହିଲେ ବଦ୍ରି ପାତ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login