ବ୍ୟୁରୋ : ଏବେ ଯେଉଁ ସବୁ ରୋଗ ଆସୁଛି ତାହାକୁ ଭୟଙ୍କର ରୋଗର ଆଖ୍ୟା ଦିଆଯାଉଛି । ଏହି ଭଳି ଅନେକ ପ୍ରକାରର ସମସ୍ୟା ଉପୁଜୁଛି । ହେଲେ ଆଜି ଆମେ ଆପଣଙ୍କୁ ଏପରି କିଛି ଡ୍ରାଏଫ୍ରୁଟ୍ସ ବିଷୟରେ କହିବୁ ଯାହାକୁ ଆପଣ ଖାଇଲେ ସମ୍ପୂର୍ଣ୍ଣ ଫିଟ୍ ରହିପାରିବେ । ଏଥି ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମଧ୍ୟ ପାଇପାରିବେ ।
ଅଖରୋଟ୍ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ୍ ସାବ୍ୟସ୍ତ ହୋଇପାରେ । ପ୍ରତିଦିନ ସକାଳେ ଅଖରୋଟ୍ ଖାଇବା ଦ୍ବାରା, ଆପଣ ଆପଣଙ୍କ ହାର୍ଟ ହେଲ୍ଥ ସହିତ ବ୍ରେନ୍ ହେଲ୍ଥକୁ ବହୁତ ପରିମାଣରେ ଉନ୍ନତ କରିପାରିବେ ।
ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଖଜୁର ଖାଇବା ଆରମ୍ଭ କରିବା ଉଚିତ୍ । ଏଥି ସହିତ ଆମେ ଆପଣଙ୍କୁ କହିବୁ ଯେ ହାଡ଼ ଏବଂ ମାଂସପେଶୀର ସ୍ୱାସ୍ଥ୍ୟକୁ ସୁଦ୍ରୁଢ଼ କରିବା ପାଇଁ ଖଜୁରକୁ ଆପଣଙ୍କ ଡାଏଟ୍ ପ୍ଲାନରେ ମଧ୍ୟ ସାମିଲ କରିପାରିବେ ।
ଯଦି ଆପଣ ସକାଳେ ଖାଲି ପେଟରେ ଆଲମଣ୍ଡ ଖାଇବା ଅଭ୍ୟାସ କରନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇପାରିବ । ଏଥିରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ, ଆଇରନ୍, କପର ଏବଂ ଜିଙ୍କ୍ ଭଳି ଅନେକ ପୋଷକ ତତ୍ତ୍ବ ଭରପୂର ରହିଛି ।
ଏଥି ସହିତ ଯଦି ଆପଣ କିସମିସ୍ ଖାଉଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ବହୁ ଶୀଘ୍ର ଦୂର ହେବ । କିସମିସରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ବ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁଦ୍ରୁଢ଼ କରିବାରେ ପ୍ରମାଣିତ ହୋଇପାରେ ।
ସକାଳୁ ପ୍ରତ୍ୟେକ ଦିନ ଖାଆନ୍ତୁ ଏହି ସବୁ ଡ୍ରାଏଫ୍ରୁଟ୍ସ,.. ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...