ଭୁବନେଶ୍ୱର : ବନେ୍ଦ ଉକôଳ ଜନନୀ ସମ୍ପର୍କିତ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଜୟ ନାରାୟଣ । ମୁଁ ସ୍ପଷ୍ଟ କରୁଛି ଯେ ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସଙ୍ଗୀତ ନାହିଁ । ରାଜ୍ୟ ସଙ୍ଗୀତ ରହିପାରିବନି, ରାଜ୍ୟ ପତାକା ରହିପାରିବନି । କେନ୍ଦ୍ରର ଗୋଟିଏ ଜାତୀୟ ସଙ୍ଗୀତ, ଗୋଟିଏ ଜାତୀୟ ପତାକା । ବନ୍ଦେ ଉତ୍କଳ ଜନନୀ ରେ କେବଳ ଓଡିଶାର ପ୍ରଶଂସା କରାଯାଇଛି । ବନ୍ଦେ ଓଡିଶା ଜନନୀ କରନ୍ତୁ ମୋର କି ଆପତ୍ତି ନାହିଁ । ତିନୋଟି ଅଂଚଳ ମିଶାଇ ଓଡିଶା ପ୍ରଦେଶ କରିବେ କିନ୍ତୁ ଗୋଟେ ଅଂଚଳର ଜୟଗାନକୁ ଆପଣ ଗ୍ରହଣ କରି ପାରୁଛନ୍ତି କି? ବିକାଶ ସବୁ ଦିଗରେ ପହଂଚିବା କଥା, ସବୁ ଅଂଚଳର ଭାଷା ସଂସ୍କୃତି କୁ ସମ୍ମାନ ଦେବାର ଅଛି । ବିଜେଡ଼ି ର ପଶ୍ଚିମ ଓଡିଶାରେ ସ୍ଥିତି ନାହିଁ ବୋଲି ପ୍ରତିବାଦ କରୁଛି । ବିଜେଡ଼ି ପଶ୍ଚିମ ନୁହେଁ ଉପକୁଳ ଓଡିଶାରେ କଣ ବିକାଶ କରିଛି ହିସାବ ଦିଅନ୍ତୁ । ମୁଁ ଚାହୁଁଛି, ତିରିଶ ଜିଲ୍ଲାକୁ ମିଶାଇ ଏମିତି ଗୋଟେ ସଂଗୀତ ଆସୁ । ଜଣେ ମୁଖ୍ୟମନ୍ତ୍ରୀ, ୨୪ ବର୍ଷ ଓଡ଼ିଆ କହିଲେ ନାହିଁ, କିନ୍ତୁ ମୁଁ ମୋ ଅଞ୍ଚଳର ବିକାଶ କଥା କହିଲେ ଓଡ଼ିଆ ଅସ୍ମିତା ଯଦି କ୍ଷୂର୍ଣ୍ଣ ହେବ ତେବେ ଏହା ଉପରେ ମୋର କିଛି କହିବାର ନାହିଁ ।
ମୁହଁ ଖୋଲିଲେ ଜୟ ନାରାୟଣ, କହିଲେ ମୁଁ କିଛି ଭୁଲ କରିନି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











