The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ସୁନା ଖଣି ଠାବ ନେଇ ଦାବି

Facebook
Twitter
LinkedIn

ନୂଆଦିଲ୍ଲୀ : ଆର୍ଥିକ ସମସ୍ୟାରେ ସମ୍ମୁଖୀନ ହେଉଛି ପାକିସ୍ତାନ । ଦେଶର ଲୋକମାନେ ଖାଦ୍ୟ, ପାନୀୟ , ପେଟ୍ରୋଲ , ଡିଜେଲ, ଗ୍ୟାସ ଦରରେ କଲବଲ ହେଉଛନ୍ତି । କିନ୍ତୁ ଏହାରି ଭିତରେ ପାକିସ୍ତାନ ପାଇଁ ଖୁସି ଖବର ମିଳିଛି । ପାକିସ୍ତାନର ଏକ ନଦୀ, ଯେଉଁଠାରେ ସୁନାର ସନ୍ଧାନ ମିଳିଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସିନ୍ଧୁ ନଦୀରେ ସୁନା ଭଣ୍ଡାର ମିଳିଛି । ଯାହାର ମୂଲ୍ୟ ପ୍ରାୟ ୮୦,୦୦୦ କୋଟି ଟଙ୍କା ବୋଲି କୁହାଯାଉଛି । ପାକିସ୍ତାନର ପଞ୍ଜାବ ପ୍ରଦେଶର ଅଟକ୍ ଜିଲ୍ଲାରେ ସରକାର ଏକ ସର୍ଭେ କରିଥିଲେ । ଏହି ଖଣି ପ୍ରକଳ୍ପ ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ ନ୍ୟାସନାଲ ଇଞ୍ଜିନିୟରିଂ ସର୍ଭିସେସ୍ ପାକିସ୍ତାନ ଓ ପଞ୍ଜାବର ଖଣି ଏବଂ ଖଣିଜ ବିଭାଗ ଦ୍ୱାରା ପରିଚାଳିତ ହେବ । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏହି ଆବିଷ୍କାରକୁ ଅର୍ଥନୀତି ପାଇଁ ଏକ ଲାଇଫ ଲାଇନ ଭାବେ ବିଚାର କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

Login