The Ultimate Managed Hosting Platform
ADVERTISEMENT

ଖରସ୍ରୋତାକୁ ଡେଇଁ ପଡିଲେ , ପାଣିରୁ ଛାଣି ଆଣିଲେ ସ୍ଥାନୀୟ ଲୋକ

Facebook
Twitter
LinkedIn

ଆଳି : ଗଡଗଡି ସେତୁରୁ ଖରସ୍ରୋତାକୁ ଡେଇଁ ପଡିଲେ ଯୁବକ । ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ତୁରନ୍ତ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କ ଉଦ୍ୟମରେ ଡଙ୍ଗା ସାହାଯ୍ୟରେ ତାଙ୍କୁ ପାଣିରୁ ଛାଣି ଆଣିଲେ। ଅଳ୍ପକେ ବଞ୍ଚିଗଲା ଜୀବନଟିଏ ।ତାଙ୍କୁ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଯାହା ଜଣାପଡ଼ିଛି, ଯୁବକ ଜଣକ ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login