ଭୁବନେଶ୍ୱର : ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବ ବୋଲି କହିଲେ ଜୟନାରାୟଣ ମିଶ୍ର । ସନାଙ୍କୁ ନବୀନଙ୍କ ତାଗିଦ ପ୍ରସଙ୍ଗରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କାଳେ ସବୁ ବିଜେପି ପଳେଇବେ ବୋଲି ନବୀନ ଭୟଭାତ ହୋଇଗଲେଣି । ଯେଉଁଦିନ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହିଁବେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ । ମୁଁ ଆଗରୁ ବି କହିଥିଲି, ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ । ଏତେ ବର୍ଷ ଧରି ସେ କିଛି ବୁଝୁ ନ ଥିଲେ . ରାଜୁତି କରୁଥିଲେ ।ତାର ଫଳ ଏସବୁ ।
Views: 30