The Ultimate Managed Hosting Platform
ADVERTISEMENT

ବିହାରରେ ଓଲଟିଲା ଓଡିଶା ବସ , ୩୫ ଜଣ ଆହତ

Facebook
Twitter
LinkedIn

ପ୍ରୟାଗରାଜ : ପ୍ରୟାଗରାଜ ଯାଉଥିବା ଘରୋଇ ଓଡିଶା ବସ ଦୁର୍ଘଟଣାଗ୍ରସ୍ତ । ବିହାର ମହାନିଆରେ ଓଲଟିଲା ଓଡିଶା ବସ । ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଛନ୍ତି । ଭୋଗରାଇରୁ ୭୦ ଜଣଙ୍କୁ ନେଇ ପ୍ରୟାଗରାଜ ଯାଉଥିଲା ବସ । ୩୫ ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି , ସେଥିରୁ ୩ ଜଣ ଗୁରୁତର ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login